ବିଦାୟୀ ମନ୍ତ୍ରୀ ରଘୁନନ୍ଦନଙ୍କ କ୍ଷୋଭ

ନବୀନଙ୍କ ମନ୍ତ୍ରୀମଣ୍ଡଳରୁ ବିଦା ହୋଇପଡ଼ିଥିବା ନେତାମାନେ ଆଜି ନବୀନ ନିବାସ ଯାଇ ନବୀନଙ୍କୁ ଭେଟିଥିଲେ l

ଏହି ଅବସରରେ ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ କହିଲେ ରହିଗଲା ଅବଶୋଷ l ଜଗତସିଂହପୁର ଜିଲ୍ଲାରୁ କାହାକୁ ମନ୍ତ୍ରୀପଦ ମିଳିଥିଲେ ଭଲ ହୋଇଥାନ୍ତା l ନମିଳିବାରୁ ଦୁଃଖ ଲାଗୁଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes