କୁଆଖାଇ ପ୍ରକଳ୍ପ ଦେଖିଲେ ଅପରାଜିତା

ଆଜି କୁଆଖାଇ ପ୍ରକଳ୍ପ ପରିଦର୍ଶନ କରି ଏହି ସମ୍ପର୍କିତ ସମସ୍ୟା ଅନୁଧ୍ୟାନ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ l ଏହି ଅବସରରେ ସ୍ଥାନୀୟ ବରିଷ୍ଠ ନାଗରିକ ଏବଂ ନେତୃବୃନ୍ଦ ଉପସ୍ଥିତ ରହି ସାଂସଦଙ୍କ ସହିତ ଆଲୋଚନା କରିଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes