ବିଜେବି ଛାତ୍ରୀ ଆତ୍ମହତ୍ୟାରେ ରାଗିଙ୍ଗର ପ୍ରମାଣ ମିଳିନାହିଁ : ପୁଲିସ

ବିଜେବି ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ପଛରେ ରାଗିଙ୍ଗର କୌଣସି ପ୍ରମାଣ ମିଳିନାହିଁ ଏବଂ ତଦନ୍ତ ବେଳେ 198 ଜଣ ଛାତ୍ରୀ ଓ ସମ୍ପର୍କୀୟଙ୍କୁ ଜେରା କରାଯାଇଛି ବୋଲି ଆଜି ଡିସିପି ପ୍ରତୀକ ସିଂ କହିଛନ୍ତି l
ତଥାପି ତଦନ୍ତ ଚାଲିଛି ଏବଂ ରୁଚିକାଙ୍କ ମୋବାଇଲ ଫୋନର ଡାଟା ସଂଗ୍ରହ ଉଦ୍ୟମ କରାଯାଉଛି l କୌଣସି ଛାତ୍ରୀ କିଛି ତଥ୍ୟ ଦେବାକୁ ଚାହିଁଲେ ସେଥିପାଇଁ ଏକ ଫୋନ ନମ୍ବର ଜାରି କରାଯାଇଥିବା ସେ କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes