ଜଳସେଚନ ପ୍ରକଳ୍ପର ଯାନ ଭଡା ଟେଣ୍ତର ବିଜ୍ଞପ୍ତି

ସମ୍ବଲପୁର ଜିଲ୍ଲା ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପର ଉପ‐ମୁଖ୍ଯ ଇଞ୍ଜିନିୟରଙ୍କ ସକାଶେ ଗୋଟିଏ ପ୍ରାଇଭେଟ ଯାନ ଭଡା ସକାଶେ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।

ଆଶାୟୀ ଜୁଳାଇ ୨୫ ଯାଏ ବିଡ ଆବେଦନ କରିପାରିବେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes