ବିଜେପି ଯୁବମୋର୍ଚାର ଶ୍ରୀମନ୍ଦିର ସୁରକ୍ଷା ନେଇ ବିକ୍ଷୋଭ

ରେମୁଣା କ୍ଷୀରଚୋରା ଗୋପୀନାଥ ମନ୍ଦିର ସମ୍ମୁଖରେ ଆଜି ଜିଲ୍ଲା ବିଜେପି ଯୁବମୋର୍ଚା ପକ୍ଷରୁ ଶ୍ରୀମନ୍ଦିର ସୁରକ୍ଷା ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes