ମାଁ ମାହେଶ୍ବରୀଙ୍କ ବିଗ୍ରହ ପ୍ରତିଷ୍ଠା ପାଇଁ କଳସଯାତ୍ରା ଅନୁଷ୍ଠିତ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତାରେ ଆଜି ମାଁ ମାହେଶ୍ବରୀଙ୍କ ବିଗ୍ରହ ସ୍ଥାପନ ତଥା ପ୍ରତିଷ୍ଠା ଉତ୍ସବ ପାଇଁ ଆଜି କଳସଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ଆଜି ଗ୍ରାମର ଶହଶହ ମହିଳା ସ୍ଥାନୀୟ ପୋଖରୀରୁ କଳସ ବୁଡାଇ ଗ୍ରାମ ପରିକ୍ରମା ସହ ଯଜ୍ଞ ମଣ୍ଡପରେ ସ୍ଥାପନ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes