ବିଜେପି ନେତାଙ୍କୁ ମରଣାନ୍ତକ ଆକ୍ରମଣ

ଜଗତସିଂହପୁର ଜିଲ୍ଲା ବିଜେପିର ପୂର୍ବତନ ଉପସଭାପତି ଅଜିତ ଦାସଙ୍କୁ ବିଳମ୍ବିତ ରାତିରେ ପାରାଦୀପର ବଙ୍ଗାଳିପଡ଼ା ବସ୍ତି ନିକଟରେ ଆକ୍ରମଣ ହୋଇଛି।

ବାଇକରେ ଯାଉଥିବା ବେଳେ ୬/୭ ଜଣ ଲୁହା ରଡ୍‌ରେ ଆକ୍ରମଣ କରିଥିବା ସୂଚନା ମିଳିଛି। ଗୁରୁତର ଅବସ୍ଥାରେ ପ୍ରଥମେ ଅଠରବାଙ୍କି ପରେ କଟକ ସ୍ଥାନାନ୍ତର କରାଯାଇଛି। ପୂର୍ବ ଶତ୍ରୁତାରୁ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes