ବରିଷ୍ଠ ଆଇଏଏସ୍ ନିକୁଞ୍ଜ ଧଳ ହେଲେ ନୂଆ ଏସ୍ଆରସି

ନିକୁଞ୍ଜଙ୍କ ନିଯୁକ୍ତି ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ପ୍ରଦୀପ ଜେନା ମୁଖ୍ୟ ସଚିବ ଭାବେ ନିଯୁକ୍ତ ପରେ ନିକୁଞ୍ଜଙ୍କୁ ଦାୟିତ୍ୱ ଦିଆଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes