ବାଳିକା ସଶକ୍ତିକରଣ ମିଶନ କର୍ମଶାଳା ଉଦଯାପିତ

ଏନଟିପିସି ତାଳଚେର ଥର୍ମାଲର ସିଏସଆର କାର୍ଯ୍ୟକ୍ରମ ଅନ୍ତର୍ଗତ ୪ ସପ୍ତାହ ବ୍ୟାପି ଚାଲିଥିବା ବାଳିକା ସଶକ୍ତିକରଣ ମିଶନ କର୍ମଶାଳା-୨୦୨୨ ର ଉଦ୍‌ଯାପନୀ ସମାରୋହ ସ୍ଥାନୀୟ ଡିଏଭି ପବ୍ଲିକ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଛି ।

ଏନଟିପିସି ପୂର୍ବାଂଚଳର ରିଜିଓନାଲ ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର ଅସୀମ କୁମାର ଗୋସ୍ୱାମୀ ଓ ବସୁଧା ମହିଳା ମଣ୍ଡଳର ସଭାନେତ୍ରୀ ମଞ୍ଜରୀ ଗୋସ୍ୱାମୀ ଏହି ଉଦ୍‌ଯାପନୀ ସମାରୋହରେ ଯୋଗ ଦେଇଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes