ସଞ୍ଜୟ ସିଂ ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରମୁଖ ସଚିବ

ଭୁବନେଶ୍ୱର ମହାନଗର ନିଗମର କମିଶନର ସଞ୍ଜୟ କୁମାର ସିଂଙ୍କୁ ରାଜ୍ୟ ସରକାର ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି l
ସେ ଏଥିସହ ବିଡିଏ ଉପାଧ୍ୟକ୍ଷ ଓ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ଼ର ସିଏମଡି ଦାୟିତ୍ୱରେ ମଧ୍ୟ ରହିବେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes