ବାଲି ଟ୍ରକକୁ ଧକ୍କା ଦେଲା ବାଇକ ବାଇକ ଚାଳକ ମୃତ

ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ମଧୁପୁର ଛକ ଠାରେ ଏକ ବାଲି ଟ୍ରକ ଛିଡା ହୋଇଥିବା ବେଳେ ସାମ୍ନା ପଟୁ ଏକ ବାଇକ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ବାଇକ ଚାଳକ ଙ୍କ ମୃତ୍ୟୁ ହୋଇଥଲା।

ମୃତ ବାଇକ ଚାଳକଙ୍କ ପରିଚୟ ମିଳିପାରି ନ ଥିବାବେଳେ ପୋଲିସ ତଦନ୍ତ ଜାରି ରଖିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes