ବଲାଙ୍ଗୀରର ବୋହୁ ହେଲେ ଜର୍ମାନୀ ଝିଅ

ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଦେଢ଼ଗାଁର ପ୍ରେମଲାଲ ସେନାପତିଙ୍କ ପୁଅ ସୌରଭ ସେନାପତିଙ୍କୁ ଜର୍ମାନୀ ମ୍ୟୁନିମ ସହରର ଏମା ପ୍ରେମ ବିବାହ କରିଛନ୍ତି l

ସୌରଭ ଓ ଏମା ଜର୍ମାନୀର ଏକ ପ୍ରତିଷ୍ଠିତ କମ୍ପାନୀରେ ଚାକିରି କରନ୍ତି l ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ହେବା ପରେ ସେମାନେ ଓଡିଶା ଆସି ବୈଦିକ ରୀତିନୀତିରେ ବିବାହ କରିଥିବା ପରିବାର ପକ୍ଷରୁ କୁହାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes