ବାଲିଅନ୍ତା ଥାନା ଆଗରେ ଖରସୁଆଁ ଲୋକଙ୍କ ପ୍ରତିବାଦ

ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଆଗରେ ଝାଡ଼ଖଣ୍ଡ ଷଢ଼େଇଖଳା ଖରସୁଆଁ ଲୋକ ପ୍ଲାକାର୍ଡ ଧରି ପ୍ରତିବାଦ କରିଛନ୍ତି।

ରଂଗବଜାର ଅଞ୍ଚଳରେ ବିବାହ କରିଥିବା ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି। ବିଚ୍ଛିନାଞ୍ଚଳର ଝିଅ ହୋଇଥିବାରୁ ପୁଲିସ ନ୍ୟାୟ ଦେଉ ନ ଥିବା ସେମାନେ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes