ଏମବିବିଏସ, ବିଡ଼ିଏସ ନାମଲେଖା ପାଇଁ ପ୍ରକାଶ ପାଇଲା ସିଟ୍ ଆଲଟମେଣ୍ଟ

ଏମବିବିଏସ, ବିଡ଼ିଏସ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ସିଟ୍ ଆଲଟମେଣ୍ଟ ପ୍ରକାଶ ପାଇଛି।

ଆସନ୍ତା ୩୦ରୁ ନଭେମ୍ବର ୪ ତାରିଖ ଯାଏଁ ପ୍ରୋଭିଜନାଲ ନାମଲେଖା ଏବଂ ୨୮ ତାରିଖ ଅପରାହ୍ନ ୫ଟାରେ ପ୍ରକାଶ ପାଇବ ଚୂଡ଼ାନ୍ତ ଆଲଟମେଣ୍ଟ ତାଲିକା। ନାମଲେଖା ପରେ ଖାଲିଥିବା ସିଟ୍ ତାଲିକା ନଭେମ୍ବର ୬ରେ ବାହାରିବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes