ବାର ଗୁଡିକରେ ବାଉନ୍ସର ନିଯୁକ୍ତିକୁ ବାରଣ

କଟକ-ଭୁବନେଶ୍ୱର କମିସନରେଟ ପୁଲିସ ଅଞ୍ଚଳରେ ଥିବା ମଦବାର ଗୁଡିକରେ ସୁରକ୍ଷା ପାଇଁ ଆସନ୍ତା ଦୁଇ ମାସ ପର୍ଯ୍ୟନ୍ତ କୌଣସି ବାଉନ୍ସରଙ୍କୁ ନିଯୁକ୍ତ କରାଯାଇପାରିବ ନାହିଁ ବୋଲି ଆଜି ପୁଲିସ ନିର୍ଦ୍ଦେଶ ଦେଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes