ୱାର୍ଲଡ ସ୍କିଲ ସେଣ୍ଟରରେ ନେତୃତ୍ୱ ବିକାଶ କର୍ମଶାଳା

ଆଜି ରାଜ୍ୟର ସମସ୍ତ 49 ଟି ଆଇଟିଆଇ ଏବଂ 37 ଟି ପଲିଟେକନିକ ଅନୁଷ୍ଠାନର ମୁଖ୍ୟଙ୍କୁ ନେଇ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧୀନରେ ୱାର୍ଲଡ ସ୍କିଲ ସେଣ୍ଟରରେ ଅନୁଷ୍ଠିତ ନେତୃତ୍ୱ ବିକାଶ କର୍ମଶାଳାରେ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚି ଯୋଗଦେଇ ବିଶେଷ ଉପସ୍ଥାପନା ରଖିଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes