ବାରରେ ଭଙ୍ଗାରୁଜା ଘଟଣାରେ ୩୪ ଗିରଫ

ଭୁବନେଶ୍ବର ଚନ୍ଦ୍ରଶେଖରପୁର ସ୍ଥିତ ଏକ ବାରରେ ଦୁର୍ବୃତ୍ତଙ୍କ ଭଙ୍ଗାରୁଜା ଘଟଣାରେ ୨୦ରୁ ଅଧିକ ଜଣଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ପୁଲିସ ସଂପୃକ୍ତ ୩୪ ଜଣଙ୍କୁ ଗିରଫ କରିଛି।

ଅଭିଯୁକ୍ତମାନେ ବ୍ୟବହାର କରିଥିବା ଏକ ବସ୍ ମଧ୍ୟ ଅଟକ ରଖିଛି ପୁଲିସ।ଗତ ଶନିବାର ରାତିରେ ଏହି ବାରରେ ପ୍ରବେଶକୁ ନେଇ ହୋଇଥିଲା ଗଣ୍ଡଗୋଳ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes