ସୁବଳୟାରେ ହକି ରଥକୁ ସ୍ଵାଗତ ସମ୍ବର୍ଦ୍ଧନା

ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଠାରେ ଆଜି ସୁବଳୟା ପଞ୍ଚାୟତ ପକ୍ଷରୁ ହକି ସସ୍କଟ୍ ଓଲିକୁ ଭାବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି।

ଏଥିରେ ବହୁ ସଂଖ୍ୟକ ଜନସାଧାରଣ ସାମିଲ ହୋଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes