ବାରବାଟୀ ପ୍ରତି ଗ୍ୟାଲେରୀରେ ରହିବେ ୨ଡାକ୍ତର

କଟକ ବାରବାଟୀରେ ହେବାକୁଥିବା ଭାରତ ଦକ୍ଷିଣ ଆଫ୍ରିକା ମ୍ୟାଚ ବେଳେ ଦର୍ଶକଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ପ୍ରତି ଗ୍ୟାଲେରୀରେ ୨ଜଣ ଡାକ୍ତର ରହିବାକୁ ଯୋଜନା କରିଛି ଓସିଏ ।

ସିଡିଏମଓଙ୍କ ନେତୃତ୍ୱରେ ଗଠିତ ୩୦ଜଣିଆ ଡ଼ାକ୍ତରୀ ଦଳକୁ ବିଭିନ୍ନ ଗ୍ୟାଲେରୀ ,ଭିଆଇପି ବକ୍ସ ଆଦି ସ୍ଥାନରେ ନିୟୋଜିତ କରାଯିବ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes