ବିଧାୟକଙ୍କ କ୍ୱାର୍ଟର୍ସ ପାଇଁ ଗଛ କଟା ମାମଲାର ଶୁଣାଣି ଆଜି

ଭୁବନେଶ୍ୱରରେ ବିଧାୟକଙ୍କ ନୂଆ କ୍ଵାର୍ଟର୍ସ ନିର୍ମାଣ ପାଇଁ ଶହ ଶହ ଗଛ କଟା ବିରୋଧରେ ଆଗତ ଜନସ୍ୱାର୍ଥ ସମ୍ବଳିତ ମାମଲାର ଶୁଣାଣି ଆଜି ହାଇକୋର୍ଟରେ ହେବାକୁ ଧାର୍ଯ୍ୟ ହୋଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes