ବାବୁସାନ -ପ୍ରକୃତିଙ୍କୁ ଜେରା କରାଯିବ :ପୁଲିସ

ଅଭିନେତା ବାବୁସାନଙ୍କ ପରିବାରର କଳିକୁ ନେଇ ହଙ୍ଗାମା ବାବଦରେ ତାଙ୍କୁ ଓ ଅଭିନେତ୍ରୀ ପ୍ରକୃତିଙ୍କୁ ଜେରା ପାଇଁ ଥାନାକୁ ଡକାଯାଇଥିବା ଆଜି ପୁଲିସ କହିଛି l ଅପରପକ୍ଷରେ ବାବୁସାନଙ୍କ ଶଶୁର ଲଳିତ ଶତପଥୀଙ୍କୁ ଆଜି ପୁଲିସ ଜେରା କରିଛି l

ବାବୁସାନ ଓ ପ୍ରକୃତି ରହୁଥିବା ଗେଷ୍ଟ ହାଉସରେ ମଧ୍ୟ ପୁଲିସ ତଦନ୍ତ କରିଥିବା ଜଣାପଡିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes