ଖରାପ ସଙ୍ଗତରେ ପଡି ବାବୁସାନ ଖରାପ ହୋଇଛି : ଅପରାଜିତା

ଅଭିନେତା ବାବୁସାନଙ୍କ ପରିବାର ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ନେଇ ହୋଇଥିବା ଦୁଇଟି ମାମଲାର ତଦନ୍ତ ପୁଲିସ କରୁଥିବା ବେଳେ ବାବୁସାନଙ୍କ ମା ଅଭିନେତ୍ରୀ ଅପରାଜିତା ଆଜି ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି l

ସେ କହିଛନ୍ତି, ଲକଡାଉନ ସମୟରେ ଖରାପ ସଙ୍ଗତରେ ପଡି ବାବୁସାନ ବିଗିଡି ଯାଇଛି l ବାବୁସାନ ପରିବାର ପାଖକୁ ଫେରି ଆଡିବାକୁ ସେ କୋହ ଭରା ନିବେଦନ କରିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes