ବାପାଙ୍କ ସହ ଝଗଡା ପରେ ଆତ୍ମହତ୍ୟା କଲେ ଯୁବକ

କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ପଂଚାୟତ ନିହ୍ନୁ ଆଁ ଗାଁ ମୁଣ୍ଡରେ ଥିବା ଏକ ଶାଳ ଗଛରୁ ଶନିବାର ସନ୍ଧ୍ୟାରେ ଜଣେ ୧୯ବର୍ଷ ବୟସର ଯୁବକଙ୍କ ଝୁଲନ୍ତା ମୃତଦେହ କୁ ତୁରୁମୁଙ୍ଗା ପୋଲିସ ଉଦ୍ଧାର କରିଛି ।

ମୃତ ଯୁବକ ଜଣକ ହେଉଛନ୍ତି ନିହ୍ନୁଆଁ ଗ୍ରାମ ନିରଞ୍ଜନ ମୁଣ୍ଡା ।ପୋଲିସ ର ସୂଚନା ଅନୁଯାୟୀ ନିରଞ୍ଜନ ତାଙ୍କ ବାପା ସୁଇ ରାମ ଙ୍କ ସହ ସନ୍ଧ୍ୟାରେ ଝଗଡା କରିବା ପରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିବା ଭଳି ଚରମ ପଦକ୍ଷପ ନେଇଥିବା ପୁଲିସ କହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes