ଯାଜପୁର ଜିଲ୍ଲା ଟମକା ଥାନା ଚମ୍ପାଝର ଗାଁରେ ନୃଶଂସ ପୁଅର ବୀଭତ୍ସ କାଣ୍ଡ ଘଟିଛି।
ବାପାକୁ ଟାଙ୍ଗିଆରେ ହାଣିବା ପରେ ସାବତ ମାଆକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ପୁଅକୁ କାବୁ କରି ପୁଲିସରେ ଜିମା ଦେଇଛନ୍ତି ଗାଁ ଲୋକେ। ଅଭିଯୁକ୍ତ ପୁଅକୁ ଥାନାରେ ଅଟକ ରଖିଛି ପୁଲିସ। ସାବତ ମା’କୁ ପଚରାଉଚରା କରୁଛି ପୁଲିସ।