ଗ୍ରାମବାସୀ ଲିଭାଇଲେ ଜଙ୍ଗଲ ନିଆଁ

ହାଟଡିହି ବ୍ଲକ ଅନ୍ତର୍ଗତ ହଦଗଡ଼ ଅଭୟାରଣ୍ୟ ମଧ୍ୟରେ ଥିବା
କଅଁଳେଇବାଲିପାଳ ଗ୍ରାମ ଅଞ୍ଚଳରେ ଥିବା ହେମଗଡ, ଅଶ୍ନପାଣି, ହାଣ୍ଡିପାଁଣ, ପେଣିପଥର ଜଙ୍ଗଲ ଗୁଡିକରେ ଲାଗିଥିବା ନିଆଁ କୁ କଅଁଳେଇବାଲିପାଳ ଗ୍ରାମର ମା ସୁନ୍ଧୁରାସୁଣୀ ଏସଏଚଜି ର ମା ମାନେ ଏବଂ ଛାତ୍ର ଯୁବକ ମାନେ ମିଶି ନିଆଁ କୁ ଆୟତ୍ତ କରିଛନ୍ତି ।

ଏବର୍ଷ ଏ ଜଙ୍ଗଲ ଗୁଡିକରେ ୫ ଥର ନିଆଁ ଲାଗିଥିଲା ୫ଥର ଯାକ ଗ୍ରାମବାସୀ ନିଆଁ କୁ ଆୟତ୍ତ କରିଥିଲେ। ମୁକ୍ତା ମହାକୁଡ଼,ଜାମ୍ବି ପୂର୍ତ୍ତୀ,ସୁକୁମାରୀ ମହାକୁଡ଼,ନନ୍ଦିନୀ ସୋରେନ୍,ମମତା ପୂର୍ତ୍ତୀ,ସାଉଁରୀ ପୂର୍ତ୍ତୀ,ନାଗି ପୂର୍ତ୍ତୀ ସମେତ ସାମିଲ ହୋଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes