ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅଧିନସ୍ଥ ବାଦୀମୁଣ୍ଡା ସମବାୟ ସମିତିର ସଭାପତି ଭାବେ ଲେକୃ ପଟେଲ ବିଜୟ ଲାଭ କରିଥିବା ଆଜି ସୂଚନା ମିଳିଛି।
ଲେକୃ ପଟେଲ ୯ଟି ଭୋଟ, ଅରକ୍ଷିତ ପଧାନ ୬ଟି ଭୋଟ ଓ ଶ୍ୟାମ ସୁନ୍ଦର ସାହୁ 0 ଗୋଟି ଭୋଟ ପାଇଥିବା ସୂଚନା ମିଳିଛି।
Credible Local News of Odisha