ସ୍କଟଲାଣ୍ଡପୁର ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ସ୍କଟଲାଣ୍ଡପୁର ସ୍ଥିତ ସତ୍ୟ ସନାତନ ବୈଦିକ ବୃଦ୍ଧାଶ୍ରମ ଆନୁକୂଲ୍ୟରେ ଓ “ସମ୍ବାଦ” ସାହିତ୍ୟ ଘର ସହଯୋଗରେ ଆଜି ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ଉକ୍ତ କାର୍ଯ୍ୟକ୍ରମରେ ବିଜେପି ମିଡ଼ିଆସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ,ରାଜା ଶରତ ଚନ୍ଦ୍ର ଦେବଙ୍କ ସମେତ ଆଶ୍ରମର ସମସ୍ତ କର୍ମକର୍ତ୍ତାମାନେ ପ୍ରମୁଖ ଯୋଗ ଦେଇ ପ୍ରାୟ ୨ଶହରୁ ଉର୍ଦ୍ଧ୍ବ ବିଭିନ୍ନ ପ୍ରଜାତିର ଚାରାରୋପଣ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes