ବାଚସ୍ପତିଙ୍କ ଦ୍ୱାରା କବିତା ସଂକଳନ ଓ କ୍ୟାସେଟ ଉନ୍ମୋଚିତ

ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଆଜି ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ କେନ୍ଦ୍ରାପଡ଼ାର ରାଜଶ୍ରୀ କଳା ଓ ସାହିତ୍ୟ ସଂସଦ ସୌଜନ୍ୟରେ ପ୍ରକାଶିତ ଚାରୋଟି କବିତା ସଂକଳନ ଓ ଏକ କ୍ୟାସେଟର ଉନ୍ମୋଚନ କରିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes