ଦିବଙ୍ଗତ ଶ୍ରୀ ଗୋପୀନାଥ ମହାନ୍ତିଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ

ଦିବଙ୍ଗତ ଶ୍ରୀ ଗୋପୀନାଥ ମହାନ୍ତିଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଭୁବନେଶ୍ୱରର ଗ୍ରାଣ୍ଡ ଲୁମ୍ବିନି ମଣ୍ଡପ, ଚନ୍ଦ୍ରଶେଖରପୁର ଠାରେ ପରିବାର ପକ୍ଷରୁ ଅନୁଷ୍ଠିତ ହୋଇଯାଇଅଛି।

ଶ୍ରୀଯୁକ୍ତ ମହାନ୍ତି ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦର ପ୍ରତିଷ୍ଠାତା ଓ ସଭାପତି ଥିଲେ, ତେଣୁ ସାରା ଓଡ଼ିଶା ଓ ଭୁବନେଶ୍ୱରର ରହୁଥିବା ପରିଷଦର ବହୁ ସଦସ୍ୟ ଓ ସଦସ୍ୟା ମାନେ ଯୋଗ ଦେଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes