ଆଇଆଇଏମସି ପକ୍ଷରୁ ଦୁଇଦିନିଆ କାର୍ଟୁନ କର୍ମଶାଳା

ଢେଙ୍କାନାଳ ସ୍ଥିତ ଭାରତୀୟ ଜନସଂଚାର ସଂସ୍ଥାନ-ଆଇଆଇଏମସି ପକ୍ଷରୁ ଆସନ୍ତା 21 ଓ 22 ତାରିଖରେ ଦୁଇ ଦିନିଆ କାର୍ଟୁନ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି କୁହାଯାଇଛି l
କର୍ମଶାଳା ପାଇଁ ନାମ ପଞ୍ଜିକରଣର ଶେଷ ତାରିଖ ରହିଛି ମେ 18 ତାରିଖ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes