ବାଙ୍କିପାଲି ସ୍କୁଲରେ ପ୍ରାଚୀର ପତ୍ରିକା ମଧୁମକ୍ଷିକା ଉନ୍ମୋଚିତ

ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଳକ ରାମପୁର ଅଧିନସ୍ଥ ବାଙ୍କିପାଳି ଉଚ୍ଚ ବିଦ୍ୟାଳୟରେ ପ୍ରାଚୀର ପତ୍ରିକା ମଧୁମକ୍ଷିକା ସିଆରସିସି ହାରାଧନ ବେହେରାଙ୍କ ଦ୍ଵାରା ଆଜି ଉନ୍ମୋଚିତ ହୋଇଯାଇଛି ।

ଏଥିରେ ପ୍ରଧାନ ଶିକ୍ଷକ ନବୀନ ପାଢ଼ୀ ଉକ୍ତ ପତ୍ରିକା ଛାତ୍ରଛାତ୍ରୀଙ୍କ ପାଇଁ ଉପଯୋଗୀ ବୋଲି କହିଥିଲେ । ଏହି ଅବସରରେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes