ବୟସ ମାତ୍ର ଗୋଟିଏ ନମ୍ବର : ନବୀନ

ଦେଶ ଓ ରାଜ୍ୟର ବିକାଶ କରିବା ପାଇଁ ବୟସ କେବେ ବାଧକ ହୋଇନଥାଏ, ବୟସ ମାତ୍ର ଗୋଟିଏ ନମ୍ବର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଭାରତରେ ଜନ୍ମିତ ଓମାନ ବିଲେନିୟାରୀ ପିଏନସି ମେନନଙ୍କ ସହିତ ବୁଧବାର ସାକ୍ଷାତ ବେଳେ ମେନନ ନିଜର ବୟସ ୭୪ ବୋଲି କହିବା ବେଳେ ମୁଖ୍ୟମନ୍ତ୍ରୀ ତାଙ୍କ ବୟସ ୭୫ କହିଥିଲେ ଓ ଉଭୟ ହସିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes