ବାଇକ ଧକ୍କାରେ ଗୁରୁତର ବ୍ୟକ୍ତି ମୃତ୍ୟୁ

ବୌଦ୍ଧ ଜିଲ୍ଲା ବଘିଆପଡା ନିକଟରେ ଗତକାଲି ବିଳମ୍ବିତ ରାତିରେ ବାଇକ ଦୁର୍ଘଟଣାରେ କନକପୁର ଗ୍ରାମର ଭଗତ ମଲ୍ଲିକ ଗୁରୁତର ଆହତ ହୋଇ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।‌

ଆଜି ତାଙ୍କର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes