ପୋଡିହୋଇ ୪ ଗୁରୁତର ଘଟଣା; ୪ ବର୍ଷୀୟ ନାତୁଣୀର ମୃତ୍ୟୁ

ଗଞ୍ଜାମ ସୋରଡ଼ାରେ ପେଟ୍ରୋଲ ଦୀପ ଫାଟି ୪ ଗୁରୁତର ଘଟଣାରେ କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ୪ ବର୍ଷୀୟ ନାତୁଣୀର ମୃତ୍ୟୁ ଘଟିଛି।

ଗୁରୁତର ଅବସ୍ଥାରେ ବାପା, ମାଆ ଓ ଝିଅ ଚିକିତ୍ସାଧୀନ ଅଛନ୍ତି ସୂଚନାଯୋଗ୍ୟ, ଗତକାଲି ବନ୍ଧାଗୋଚ୍ଛା ଗାଁରେ ପୋଡିହୋଇ ୪ ଗୁରୁତର ହୋଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes