ବାଇକ୍ ଓ ସ୍କୁଟ ମୁହାଁମୁହିଁ ଧକ୍କା, ତିନି ଗୁରୁତର

ସ୍ଥାନୀୟ ମଣ୍ଡୁଆ ନିକଟରେ ଆଜି ସକାଳ ପ୍ରାୟ ୮.୩୦ରେ ବାଇକ୍ ଓ ସ୍କୁଟର ମୁହାଁମୁହିଁ ଧକ୍କା ହେବା ଫଳରେ ତିନି ଜଣ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ଅଛନ୍ତି।

ସ୍କୁଟରରେ ବାପ ଓ ପୁଅ ବସି ଘଟଗାଁ ଅଭିମୁଖେ ଯାଉଥିବା ବେଳେ ଅପରପାର୍ଶ୍ବରୁ ବାଇକରେ ମଣ୍ଡୁଆ ଗ୍ରାମରୁ କ୍ଷୀପ୍ର ଗତିରେ ଆସୁଥିବା ବାଇକ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ପୁଲିସ ପହଞ୍ଚି ଗାଡ଼ି ଜବତ କରିଛି। ବାଇକଟି ଚୂରମାର ହୋଇଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes