ଅର୍ଚ୍ଚନା ନାଗ ମାମଲାର ତଦନ୍ତ କରିବ ଇଡି

ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗ ହନିଟ୍ରାପ୍ ମାମଲାରେ କମିଶନରେଟ ପୁଲିସ ଠାରୁ ୨ଟି ଏଫ୍ଆଇଆର‌ର କପି ନେଇଛି ଇଡି।

ନୟାପଲ୍ଲୀ ଓ ଖଣ୍ଡଗିରି ଥାନାରେ ହୋଇଥିବା ମାମଲାର ଏଫ୍ଆଇଆର‌ କପି ହସ୍ତାନ୍ତର କରିଛି ପୁଲିସ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes