ବାଇକକୁ ପଛ ପଟୁ ଧକ୍କା ଦେଲା ଡମ୍ଫର, ୩ ମୃତ

ସମ୍ବଲପୁର ଜିଲ୍ଲା ଏନ୍ଏଚ୍ ୫୫ ଭବାନୀପାଲି ନିକଟରେ ଏହି ଦୁର୍ଘଟଣା ଘଟିଛି।

ମୃତକଙ୍କ ପରିଚୟ ମିଳିନ ଥିବାବେଳେ ପୁଲିସ ଘଟଣାର ତଦନ୍ତ କରୁଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes