ସମ୍ବଲପୁର ଜିଲ୍ଲା ହୀରାକୁଦ ସ୍ଥିତ ସ୍ମେଲଟର ପ୍ଲାଣ୍ଟର ଲାଇନ ୪ରେ କାମ ଚାଲିଥିବା ବେଳେ ଜଣେ ଶ୍ରମିକଙ୍କ ଉପରେ କ୍ରେନରୁ ଓଜନିଆ ଜିନିଷ ପଡ଼ିବାରୁ ମୃତ୍ୟୁ ଘଟିଛି।
ମୃତ ଶ୍ରମିକ ଜଣଙ୍କ ହେଲେ ମଣ୍ଟୁ ଖମାରୀ। ତାଙ୍କ ଘର ହୀରାକୁଦ ଟାଉନରେ ବୋଲି ପୁଲିସ କହିଛି।
Credible Local News of Odisha