ବାଲେଶ୍ବର ଜିଲ୍ଲା ରେମୁଣା ଗୋଲେଇରେ ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି।
ବସ୍ରୁ ଓହ୍ଲାଇ ରାସ୍ତାପାର ବେଳେ ସମ୍ପୃକ୍ତ ବସ୍ ମାଡ଼ିଯାଇଛି। ଖରାପ ରାସ୍ତା ଯୋଗୁଁ ଦୁର୍ଘଟଣା ହେଉଥିବା ପ୍ରତିବାଦରେ ରାସ୍ତା ରୋକ କରିଛନ୍ତି ଲୋକେ।
Credible Local News of Odisha