ବାଉନ୍ସର ଗ୍ୟାଙ୍ଗର ମୁଖ୍ୟ ରାଘବ ଜେନାର ଘର ଭାଙ୍ଗିଲା ପ୍ରଶାସନ

ଭୁବନେଶ୍ବର ଝାଡ଼ପଡ଼ାରେ ସରକାରୀ ଜମିରେ ଥିବା ରାଘବ ସହ ଅନ୍ୟମାନଙ୍କ ଘର ଭାଙ୍ଗିଛି ଏନ୍‌ଫୋର୍ସମେଣ୍ଟ ବିଭାଗ।

ନୟାପଲ୍ଲୀ ଦୋକାନ ଭଙ୍ଗାରୁଜା ଘଟଣାରେ ମୁଖ୍ୟ ଅଭିଯୁକ୍ତ ହେଉଛି ରାଘବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes