ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ବାଲିବୋ ଗ୍ରାମପଂଚାୟତର ବାଲିବୋ ଗାଁ ରେ ବସୁଧା ଯୋଜନାରେ ନିର୍ମିତ ଏକ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ପାଣି ଟାଙ୍କି ଆଜକୁ ପାଞ୍ଚ ବର୍ଷ ହେବ ନିର୍ମାଣ ସରିଥିଲେ ମଧ୍ୟ ଲୋକଙ୍କ କାମରେ ଲାଗି ପାରୁନି, କିନ୍ତୁ ପ୍ରତି ବର୍ଷ ଏ ଟାଙ୍କିଟି ରଙ୍ଗ ହେଉଥିବା ଦେଖିବାକୁ ମିଳିଛି!