ଅନୁଗୁଳରେ ଆଜିକାର ତାପମାତ୍ରା 39.7 ଡିଗ୍ରୀ May 5, 2022 by Odisha ଆଜି ଅନୁଗୁଳ ସହରରେ ଦିନବେଳା ତାପମାତ୍ରା 39.7 ଡିଗ୍ରୀ ଥିବା ବେଳେ ତାଳଚେରରେ ଥିଲା 38.5 ଡିଗ୍ରୀ l