ବସରୁ ଦୁଇ ନାବାଳିକା ଉଦ୍ଧାର, ତିନି ଦଲାଲ ଚମ୍ପଟ

ଆଜି କଟକ ନୟାବଜାରର ଦୁଇଜଣ ନାବାଳିକାଙ୍କୁ ତିନି ଜଣ ଦଲାଲ ଭୁବନେଶ୍ୱରରୁ ପୁରୀକୁ ଏକ ବସରେ ନେଉଥିବା ବେଳେ କଳ୍ପନା ଛକରେ ଚାଇଲଡ ଲାଇନ ସଂସ୍ଥାର କର୍ମକର୍ତ୍ତା ମାନେ ବସରେ ଚଢ଼ାଉ କରି ଦୁଇ ନାବାଳିକାଙ୍କୁ ଉଦ୍ଧାର କରିଛନ୍ତି l

ତେବେ ଦଲାଲ ତିନି ଜଣ ଚମ୍ପଟ ମାରିବାରେ ସଫଳ ହୋଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes