ଯୁବକଙ୍କ ଆତ୍ମାହୁତି ଘଟଣାରେ ଡ଼ିଆଇଜିଙ୍କୁ ରିପୋର୍ଟ ତଲବ

ଗଞ୍ଜାମ ଏସପି ଅଫିସ ସମ୍ମୁଖରେ ଦୁଇଦିନ ତଳେ ଜଣେ ଯୁବକ ଆତ୍ମାହୁତି ଉଦ୍ୟମ କରିବା ପରେ ତାର କଟକ ହସ୍ପିଟାଲରେ ମୃତ୍ୟୁ ହୋଇଯାଇଥିଲା l
ଏହି ଘଟଣାରେ ଆଗତ ଏକ ପିଟିସନର ଶୁଣାଣି କରି ଆଜି ରାଜ୍ୟ ମାନବାଧିକାର କମିଶନ ଡିଆଇଜିଙ୍କୁ ରିପୋର୍ଟ ମାଗିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes