ବଲାଙ୍ଗୀର ଠାରେ ଆସନ୍ତା ୧୩ରୁ ବ୍ୟାଡମିଣ୍ଟନ ଚମ୍ପିଆନସିପ

ଆସନ୍ତା ଜାନୁଆରି ୧୩ରୁ ମିନି ଓ ସବଜୁନିଅର ବିଭାଗର ର‌୍ୟାଙ୍କିଂ ପ୍ରତିଯୋଗିତା ଆରମ୍ଭ ହେଉଥିବାବେଳେ ୧୫ ତାରିଖରୁ ଓଡିଶା ରାଜ୍ୟ ସିନିଅର ଚମ୍ପିଆନସିପ୍ ପିଆର ହାଇସ୍କୁଲ ଇନଡୋର ବ୍ୟାଡମିଣ୍ଟନ ଷ୍ଟାଡିଅମ ଠାରେ ଜିଲ୍ଲା ବ୍ୟାଡମିନ୍ଟନ ସଂଘର ଆନୁକୁଲ୍ୟରେ ଅନୁଷ୍ଠିତ ହେବ।

ଏ ନେଇ ବ୍ୟାଡ଼ମିଣ୍ଟନ ସଂଘର ସଂପାଦକ ଶ୍ରୀ ସୁରୁଲାଲ ମଟାରୀ ସାମ୍ବାଦିକ ମାନଙ୍କୁ ଆଜି ସୂଚନା ଦେଇଥିଲେ। ଏଥିରେ ସାରା ରାଜ୍ୟରୁ ପ୍ରାୟ ୩୫୦ ପ୍ରତିଯୋଗୀ ଭାଗ ନେବେ ବୋଲି ଜଣାପଡିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes