ଦାବି ପୂରଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବେ ଡାକ୍ତର

ଦାବି ପୂରଣ ନହେଲେ ଫେବ୍ରୁଆରୀ ୧ରୁ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ଓମ୍‌ସା।

କେନ୍ଦ୍ରୀୟ ହାରରେ ଦରମା, ଅବସର ବୟସ ବୃଦ୍ଧି ଆଦି ଦାବି କରିଛି ଓମ୍‌ସା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes