ବଲାଙ୍ଗୀରରୁ ସଂଗୀତା, କଳାହାଣ୍ଡିରୁ ମାଳବିକା, ନବରଙ୍ଗପୁରରୁ ବଳଭଦ୍ର ବିଜେପି ପ୍ରାର୍ଥୀ

ଆଜି ଘୋଷଣା ହୋଇଥିବା ବିଜେପି ଲୋକସଭା ପ୍ରାର୍ଥୀ ତାଲିକା ଅନୁସାରେ ବଲାଙ୍ଗୀରରୁ ସଂଗୀତା କୁମାରୀ ସିଂଦେଓ, କଳାହାଣ୍ଡିରୁ ମାଳବିକା କେଶରୀ ଦେଓ ଏବଂ ନବରଙ୍ଗପୁରରୁ ବଳଭଦ୍ର ମାଝୀ ପ୍ରାର୍ଥୀ ହେବେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes