କେନ୍ଦୁଝରରୁ ଅନନ୍ତ, ମୟୁରଭଞ୍ଜରୁ ନବ ମାଝୀ, ଢେଙ୍କାନାଳରୁ ରୁଦ୍ର ପାଣି ବିଜେପି ପ୍ରାର୍ଥୀ

ଆଜି ଘୋଷଣା ହୋଇଥିବା ବିଜେପି ପ୍ରାର୍ଥୀ ତାଲିକା ଅନୁସାରେ ମୟୁରଭଞ୍ଜରୁ ନବଚରଣ ମାଝୀ, କେନ୍ଦୁଝରରୁ ଅନନ୍ତ ନାୟକ ଏବଂ ଢେଙ୍କାନାଳରୁ ରୁଦ୍ରନାରାୟଣ ପାଣି ପ୍ରତିଦ୍ବନ୍ଦ୍ଵିତା କରିବେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes