ବଲାଙ୍ଗିର ଓ ଆଖପାଖରେ ମୌସୁମୀର ପ୍ରଥମ ବର୍ଷା

ବଲାଙ୍ଗିର ସହର ଓ ଆଖପାଖ ଅଞ୍ଚଳରେ ଆଜି ମୌସୁମୀର ପ୍ରଥମ ବର୍ଷା ହୋଇଥିବାରୁ ଲୋକେ ଆଶ୍ୱସ୍ତି ଅନୁଭବ କରିଛନ୍ତି।

ଏହା ସହ ଚାଷୀମୁହଁରେ ବର୍ଷା ହସ ଦେଇଥିବା ଚର୍ଚ୍ଚା ହେଉଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes