ଜଙ୍ଗଲରୁ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ଡଙ୍ଗରମୁଣ୍ଡା ଗାଁ ଜଙ୍ଗଲର ଏକ ଗଛରୁ ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି।

ମୃତ ଯୁବକ ଡଙ୍ଗରମୁଣ୍ଡା ଗାଁର ଓ ଯୁବତୀ ଜଣକ ତୁଷୁରା ନିକଟ ନୂଆପଡ଼ା ଗାଁର। ଉଭୟଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣାସ୍ଥଳରେ ସଇଁତଳା ପୁଲିସ ପହଞ୍ଚି ତଦନ୍ତ କରୁଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes